ଯିରୁଶାଲମର ଯାଜକ ଓ ଲେବୀୟମାନେ

1. ଇଶ୍ରାୟେଲର ସମସ୍ତ ଲୋକଙ୍କର ନାମ ସମାନଙ୍କେ ପରିବାରର ଇତିହାସ ରେ ଲିଖିତ ହାଇେଅଛି। ସହେି ପାରିବାରିକ ଇତହାସକୁ ଇଶ୍ରାୟେଲର ରାଜାମାନଙ୍କ ଇତିହାସ ପୁସ୍ତକରେ ଅନ୍ତଭୁର୍କ୍ତ କରାୟାଇଛି।

2. ଯେଉଁମାନେ ପ୍ରଥମେ ଫରେିଆସି ସମାନଙ୍କେର ଅଧିକାର ରେ ସଠାେରେ ସମାନଙ୍କେର ନଗର ରେ ବାସ କଲେ, ସେଥିମଧ୍ଯରୁ କେତକେ ଇଶ୍ରାୟେଲୀୟ, ଯାଜକଗଣ, ଲବେୀୟଗଣ ଓ ସବେକଗଣ ଥିଲେ।

ଯିରୁଶାଲମର ବାସିନ୍ଦା

3.

4. ଊଥଯ ଅମ୍ମୀହୂଦ୍ଙ୍କ ପୁତ୍ର ଥିଲେ। ଅମ୍ମୀହୂଦ୍ ଅମ୍ରିଙ୍କ ପୁତ୍ର ଥିଲେ। ଅମ୍ରି ଇମ୍ରିଙ୍କ ପୁତ୍ର ଥିଲେ। ଇମ୍ରି ବାନିଙ୍କ ପୁତ୍ର ଥିଲେ। ବାନି ପରେସ୍ଙ୍କ ଜଣେ ବଂଶଧର ଥିଲେ। ପରେସ୍ ଯିହୁଦାଙ୍କ ପୁତ୍ର ଥିଲେ।

5. ୟିରୁଶାଲମ ରେ ବାସ କରୁଥିବା ଶୀଲୋନୀଯ ଲୋକମାନେ ଥିଲେ, ଅସାଯ ଜେଷ୍ଠ ପୁତ୍ର ଥିଲେ ଓ ଅସାଯଙ୍କର ପୁତ୍ରମାନେ ଥିଲେ।

6. ୟିରୁଶାଲମ ରେ ବାସ କରୁଥିବା ସରହରେ ଲୋକମାନେ ଥିଲେ, ୟୁଯଲେ ଓ ତାଙ୍କର ଆତ୍ମୀଯମାନେ। ସମାନେେ ସମୁଦାଯ 690 ଜଣ ଥିଲେ।

7. ଏହି ଲୋକମାନେ ୟିରୁଶାଲମ ରେ ବାସ କରୁଥିବା ବିନ୍ଯାମୀନ ପରିବାରବର୍ଗର ଥିଲେ : ସଲ୍ଲୁ ମଶୁଲ୍ଲଙ୍କ ପୁତ୍ର ଥିଲେ। ମଶୁଲ୍ଲମ୍ ହୋଦ୍ବିଯଙ୍କ ପୁତ୍ର ଥିଲେ। ହୋଦ୍ବିଯ ହସନୁଯଲଙ୍କେ ପୁତ୍ର ଥିଲେ।

8. ୟିବ୍ନିଯ ୟିରୋହମଙ୍କ ପୁତ୍ର ଥିଲେ। ଏଲା ଉଷିଙ୍କ ପୁତ୍ର ଥିଲେ। ଉଷି ମିଖ୍ରିଙ୍କ ପୁତ୍ର ଥିଲେ। ମଶୁଲ୍ଲମ ଶଫଟିଯଙ୍କ ପୁତ୍ର ଥିଲେ। ଶଫଟିଯ ରୁଯଲଙ୍କେ ପୁତ୍ର ଥିଲେ ଏବଂ ରୁଯଲେ ଇବ୍ନିଯଙ୍କ ପୁତ୍ର ଥିଲେ।

9. ବିନ୍ଯାମୀନଙ୍କ ପରିବାରର ଇତିହାସ ଦର୍ଶାଏ ଯେ, ସମାନଙ୍କେ ମଧ୍ଯରୁ 956 ଜଣ ୟିରୁଶାଲମ ରେ ବାସ କରୁଥିଲେ। ଏହି ସମସ୍ତ ବ୍ଯକ୍ତିମାନେ ସମାନଙ୍କେ ପରିବାରର ମୁଖ୍ଯ ଥିଲେ।

ଯିରୁଶାଲମର ଯାଜକମାନେ

10. ୟିରୁଶାଲମ ରେ ଏହି ଯାଜକମାନେ ବାସ କରୁଥିଲେ : ୟିଦଯିଯ ଯିହାୟୋଦାରରୀବ୍, ୟାଖୀନ୍ ଏବଂ ଅସରିଯ।

11. ଅସରିଯ ହିଲକିଯଙ୍କ ପୁତ୍ର ଥିଲେ। ହିଲକିଯ ମଶୁଲ୍ଲମ୍ଙ୍କ ପୁତ୍ର ଥିଲେ। ମଶୁଲ୍ଲମ୍ ସାଦୋକ୍ଙ୍କ ପୁତ୍ର ଥିଲେ। ସାଦୋକ୍ ମରାଯୋତଙ୍କ ପୁତ୍ର ଥିଲେ। ମରାଯୋତ ଅହୀଟୂବ୍ଙ୍କ ପୁତ୍ର ଥିଲେ। ଅହୀଟୂବ୍ ପରମେଶ୍ବରଙ୍କ ମନ୍ଦିରର ସୁରକ୍ଷା ଦାଯିତ୍ବ ରେ ଥିବା ବିଶଷେ କାର୍ୟ୍ଯକାରୀ ଥିଲେ। ଆହୁରି ମଧ୍ଯ ସଠାେରେ ୟିରୋହମଙ୍କ ପୁତ୍ର ଅଦାଯା ଥିଲେ। ୟିରୋହମ୍ ପଶ୍ହୂରଙ୍କ ପୁତ୍ର ଥିଲେ।

12. ପଶ୍ହୂର ମଲକିଯଙ୍କ ପୁତ୍ର ଥିଲେ। ଆହୁରି ମଧ୍ଯ ସଠାେରେ ଅଦୀଯଲଙ୍କେ ପୁତ୍ର ମାସଯ ଥିଲେ। ଅଦୀଯଲେ ୟହ ସରୋଙ୍କ ପୁତ୍ର ଥିଲେ। ୟହ ସରୋ ମଶୁଲ୍ଲମଙ୍କ ପୁତ୍ର ଥିଲେ। ମଶୁଲ୍ଲମ୍ ମଶିଲ୍ଲମାେତ୍ଙ୍କ ପୁତ୍ର ଥିଲେ। ମଶିଲ୍ଲମାେତ୍ ଇମ୍ମରଙ୍କେ ପୁତ୍ର ଥିଲେ।

13. ସମୁଦାଯ 1,760 ଜଣ ଯାଜକ ଥିଲେ, ଯେଉଁମାନେ କି ସମାନଙ୍କେ ପରିବାରର ମୁଖ୍ଯ ଥିଲେ। ସମାନେେ ପରମେଶ୍ବରଙ୍କ ମନ୍ଦିର ରେ ସବୋ କରିବା ରେ ଦକ୍ଷ ଲୋକ ଥିଲେ।

ଲେବୀୟମାନେ ଯିରୁଶାଲମରେ

14. ଲବେୀଙ୍କ ପରିବାରବର୍ଗର ଏହି ଲୋକମାନେ ୟିରୁଶାଲମ ରେ ବାସ କରୁଥିଲେ : ହଶୂବ୍ଙ୍କ ପୁତ୍ର ଶମଯିଯ। ହଶୂଯ ଅସ୍ରୀକାମ୍ଙ୍କ ପୁତ୍ର ଥିଲେ। ଅସ୍ରୀକାମ୍ ହଶୂବ୍ଙ୍କ ପୁତ୍ର ଥିଲେ। ହଶବିଯ ମରାରିଙ୍କ ବଂଶଧର ଥିଲେ।

15. ୟିରୁଶାଲମ ରେ ଆହୁରି ମଧ୍ଯ ଏହିମାନେ ବାସ କରୁଥିଲେ : ବକ୍ବକର, ହରେଶ, ଗାଲଲ୍ ଓ ମତ୍ତନିଯ। ମତ୍ତନିଯ ମୀଖାଙ୍କ ପୁତ୍ର ଥିଲେ। ମୀଖା ସିଖ୍ରିଙ୍କ ପୁତ୍ର ଥିଲେ। ସିଖ୍ରି ଆସଫ୍ଙ୍କ ପୁତ୍ର ଥିଲେ।

16. ଓବଦିଯ ଶମଯିଯଙ୍କ ପୁତ୍ର ଥିଲେ। ଶମଯିଯ ଗାଲଲ୍ଙ୍କ ପୁତ୍ର ଥିଲେ। ଗାଲ ୟିଦୂଥନ୍ଙ୍କ ପୁତ୍ର ଥିଲେ। ବରେିଖିଯ ଆସାଙ୍କ ପୁତ୍ର ଥିଲେ। ଆସା ଇଲକାନାଙ୍କ ପୁତ୍ର ଥିଲେ। ସେ ନଟୋଫା ରେ ଲୋକମାନଙ୍କ ସହର ରେ ବାସ କରୁଥିଲେ।

ଲେବୀୟ ଦ୍ୱାରପାଳମାନେ

17.

18. ଏହି ଲୋକମାନେ ପୂର୍ବଦିଗ ରେ ରାଜାଙ୍କ ଦ୍ବାରର ପରବର୍ତ୍ତୀ ପାଶର୍‌ବ ରେ ଛିଡ଼ା ହେଉଥିଲେ। ଲବେୀଙ୍କ ପରିବାରବର୍ଗର ଏହିମାନେ ଦ୍ବାରପାଳ ଥିଲେ।

19. ଶଲ୍ଲୁମ୍ କୋରହଙ୍କ ପୁତ୍ର ଥିଲେ। କୋରହ୍ ଅବୀଯାସଫ୍ଙ୍କ ପୁତ୍ର ଥିଲେ। ଅବୀଯାସଫ୍ କୋରିଙ୍କ ପୁତ୍ର ଥିଲେ। ଶଲ୍ଲୁମ୍ ଓ ତାଙ୍କର ଭ୍ରାତାମାନେ ଦ୍ବାରପାଳ ଥିଲେ। ସମାନେେ କୋରହ ପରିବାରବର୍ଗର ଥିଲେ। ସମାନେେ ମନ୍ଦିରର ସବୋ କାର୍ୟ୍ଯ ଦାଯିତ୍ବ ରେ ଥିଲେ। ସମାନେେ ପବିତ୍ର ତମ୍ବୁର ଦ୍ବାର ପ୍ରବେଶ ଦ୍ବାର ଜଗିବା କାର୍ୟ୍ଯ କରୁଥିଲେ। ସମାନେେ ଠିକ୍ ସହେିପରି କଲେ, ଯେପରି ସମାନଙ୍କେର ପୂର୍ବପୁରୁଷମାନେ ପବିତ୍ର ତମ୍ବୁର ପ୍ରବେଶ ଦ୍ବାର ଜଗିବା କାର୍ୟ୍ଯ କରୁଥିଲେ।

20. ଅତୀତ ରେ, ଇଲିଯାସରଙ୍କ ପୁତ୍ର ପୀନ୍ହସ ସମାନଙ୍କେର ଶାସକ ଥିଲେ ଏବଂ ସଦାପ୍ରଭୁ ତାଙ୍କ ସହିତ ଥିଲେ।

21. ପବିତ୍ର ତମ୍ବୁର ପ୍ରବେଶ ଦ୍ବାର ରେ ଜିଖରିଯ ମଶଲେିମିଯଙ୍କ ପୁତ୍ର ଦ୍ବାରପାଳ ଥିଲେ।

22. ପ୍ରବେଶ ଦ୍ବାରର ଦ୍ବାରପାଳ ନିମନ୍ତେ ସମୁଦାଯ 212 ଜଣ ଲୋକଙ୍କୁ ମନୋନୀତ କରାୟାଇଥିଲା। ସମାନଙ୍କେର ନାମ ସମାନଙ୍କେ ପରିବାର ଇତିହାସ ରେ ଓ ସମାନଙ୍କେ ଗ୍ରାମଗୁଡ଼ିକରେ ଲଖାୟୋଇଅଛି। ଦାଉଦ ଓ ଦର୍ଶକ ଶାମୁଯଲେ ସମାନଙ୍କେୁ ସହେି ଜାଗା ରେ ନିୟୁକ୍ତ କରିଥିଲେ। କାରଣ ସମାନେେ ବିଶ୍ବସ୍ତ ଥିଲେ।

23. ଦ୍ବାରପାଳମାନେ ଓ ସମାନଙ୍କେର ବଂଶଧରମାନେ ସଦାପ୍ରଭୁଙ୍କ ଗୃହ, ପବିତ୍ର ତମ୍ବୁର ସୁରକ୍ଷା ଦାଯିତ୍ବ ରେ ଥିଲେ।

24. ଚାରିଗୋଟି ପାଶର୍‌ବ ରେ ଦ୍ବାରମାନ ଥିଲା : ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ।

25. ଦ୍ବାରପାଳମାନଙ୍କର ଯେଉଁ ଆତ୍ମୀଯମାନେ େଛାଟ ସହରଗୁଡ଼ିକରେ ବାସ କରୁଥିଲେ, ସମାନଙ୍କେୁ ଆସି କେତକେ ନିର୍ଦ୍ଦିଷ୍ଟ ସମୟରେ ସାହାୟ୍ଯ କରିବାକୁ ପଡ଼ୁଥିଲା। ସମାନେେ ଆସୁଥିଲେ ଓ ପ୍ରେତ୍ୟକକ ଥର ଦ୍ବାରପାଳମାନଙ୍କୁ ସାତଦିନ ପର୍ୟ୍ଯନ୍ତ ସାହାୟ୍ଯ କରୁଥିଲେ।

26. ସମସ୍ତ ଦ୍ବାରପାଳମାନଙ୍କର ମୁଖ୍ଯ ଚାରି ଦ୍ବାରପାଳ ଥିଲେ। ସମାନେେ ଲବେୀୟ ଲୋକ ଥିଲେ। ସମାନଙ୍କେର କାର୍ୟ୍ଯ ଥିଲା, ପରମେଶ୍ବରଙ୍କ ମନ୍ଦିର ରେ ଥିବା ସକଳ କଠାେରୀର ଓ ଧନସମ୍ପଦର ରକ୍ଷଣା ବେକ୍ଷଣା କରିବା।

27. ସମାନେେ ସାରା ରାତ୍ରି ପରମେଶ୍ବରଙ୍କ ମନ୍ଦିରକୁ ଜଗି ରହୁଥିଲେ। ଆଉ ପ୍ରତିଦିନ ପ୍ରଭାତ ରେ ପରମେଶ୍ବରଙ୍କ ମନ୍ଦିରର ଦ୍ବାର ଖାଲିବୋ ସମାନଙ୍କେର କାର୍ୟ୍ଯ ଥିଲା।

ଅନ୍ୟାନ୍ୟ ଲେବୀୟ ଦାୟିତ୍।

28.

29. ଅନ୍ୟ ଦ୍ବାରପାଳମାନେ କାଠ ଆସବାବପତ୍ର ଓ ବିଶଷେ ପାତ୍ରଗୁଡ଼ିକର ଯତ୍ନ ନବୋ ନିମନ୍ତେ ମନୋନୀତ ହାଇେଥିଲେ। ଆହୁରି ମଧ୍ଯ ସମାନେେ ମଇଦା, ଦ୍ରାକ୍ଷାରସ, ତୈଳ, ସୁଗନ୍ଧଦ୍ରବ୍ଯ ଓ ବିଶଷେ ତୈଳର ଯତ୍ନ ନେଉଥିଲେ।

30. କିନ୍ତୁ ଯାଜକ ହିଁ ବିଶଷେ ତୈଳର ମିଶ୍ରଣ କାର୍ୟ୍ଯ କରୁଥିଲେ।

31. ମତ୍ତଥିଯ ନାମକ ଜଣେ ଲବେୀୟ ଥିଲେ, ୟିଏକି ନବୈେଦ୍ଯ ନିମନ୍ତେ ବ୍ଯବହୃତ ହେଉଥିବା ରୋଟୀ ସକେିବାର କାର୍ୟ୍ଯ କରୁଥିଲେ। ମତ୍ତଥିଯ ଶଲ୍ଲୁମ୍ଙ୍କର ଜେଷ୍ଠ ପୁତ୍ର ଥିଲେ। ଶଲ୍ଲୁମ୍ କୋରହ ବଂଶଜ ଥିଲେ।

32. କୋରହ ବଂଶଜ କେତଜେଣ ଦ୍ବାରପାଳ ପ୍ରେତ୍ୟକକ ବିଶ୍ରାମବାର ରେ ମଜେ ଉପରେ ପରିବେଶିତ ହେଉଥିବା ରୋଟୀ ପ୍ରସ୍ତୁତ କରିବାର କାର୍ୟ୍ଯ କରୁଥିଲେ।

33. ସହେି ଲବେୀୟ ଗାଯକଗଣ ସମାନଙ୍କେର ପରିବାରର ମୁଖ୍ଯ ଥିଲେ ଏବଂ ସମାନେେ ମନ୍ଦିର ମଧିଅରେ ଥିବା କଠାେରୀଗୁଡ଼ିକରେ ରହୁଥିଲେ। ସମାନେେ ଅନ୍ୟ କାର୍ୟ୍ଯରୁ ମୁକ୍ତ ଥିଲେ। କାରଣ ଦିନରାତି ମନ୍ଦିରର କାର୍ୟ୍ଯ କରିବା ଦାଯିତ୍ବ ସମାନଙ୍କେ ଉପରେ ଥିଲା।

34. ସମାନଙ୍କେର ପରିବାରର ଇତିହାସ ଅନୁସାରେ ଏହି ଲବେୀୟଗଣ ସମାନଙ୍କେର ପରିବାରର ମୁଖ୍ଯ ଥିଲେ, ସମାନେେ ପରିବାରର ମୁଖ୍ଯ ୟିରୁଶାଲମ ରେ ବାସ କରୁଥିଲେ।

ରାଜା ଶାଉଲଙ୍କ ପରିବାର

35. ୟିଯଲେ ଗିବିଯୋନଙ୍କ ପତା ଥିଲେ। ୟିଯଲେ ଗିବିଯୋନ ସହର ରେ ବାସ କରୁଥିଲେ। ୟିଯଲଙ୍କେ ସ୍ତ୍ରୀଙ୍କ ନାମ ଥିଲା ମାଖା।

36. ୟିଯଲଙ୍କେ ଜେଷ୍ଠପୁତ୍ରର ନାମ ଥିଲା : ଅବ୍ଦୋନ୍। ଅନ୍ୟ ପୁତ୍ରମାନେ ଥିଲେ ସୂର୍, କୀଶ୍, ନେର୍, ବାଲ୍, ନାଦବ।

37. ଗଦୋର୍, ଅହିଯୋ, ଜିଖରିଯ ଓ ମିକ୍ଲୋତ୍।

38. ମିକଲୋତ୍ ଶିମିଯାମ୍ଙ୍କ ପିତା ଥିଲେ। ୟିଯଲଙ୍କେ ପରିବାର ୟିରୁଶାଲମ ରେ ସମାନଙ୍କେ ଆତ୍ମୀଯମାନଙ୍କ ନିକଟରେ ବାସ କରୁଥିଲେ।

39. ନେର୍ କୀଶ୍ଙ୍କ ପିତା ଥିଲେ। କୀଶ୍ ଶାଉଲଙ୍କ ପିତା ଥିଲେ ଏବଂ ଶାଉଲ ଯୋନାଥନ୍, ମଲକୀଶୂଯ, ଅବୀନାଦବ ଓ ଈଶ୍-ବାଲ୍ଙ୍କ ପିତା ଥିଲେ।

40. ଯୋନାଥନ୍ଙ୍କ ପୁତ୍ର ଥିଲେ ମରୀଦ୍ଦାଲ, ମରୀଦ୍ଦାଲ ମୀଖାଙ୍କ ପିତା ଥିଲେ।

41. ମୀଖାଙ୍କ ପୁତ୍ରମାନେ ଥିଲେ : ପିଥୋନ୍, ମଲକେ, ତହ ରଯେ ଓ ଆହସ।

42. ଆହସ୍ ୟାରହଙ୍କ ପିତା ଥିଲେ। ୟାରହ ଆଲମେତ, ଅସ୍ମାବତ୍ ଓ ସିମ୍ରି। ସିମ୍ରି ମାେତସାଙ୍କ ପିତା ଥିଲେ।

43. ମାେତସା ବିନିଯାଙ୍କ ପିତା ଥିଲେ ଏବଂ ରଫାଯ ବିନିଯାଙ୍କ ପୁତ୍ର ଥିଲେ। ଇଲୀଯାସା ରଫାଯଙ୍କର ପୁତ୍ର ଥିଲେ। ଏବଂ ଆତ୍ ସେଲ ଇଲୀଯାସଙ୍କ ପୁତ୍ର ଥିଲେ।

44. ଆତ୍ ସେଲଙ୍କ ଛଅପୁତ୍ର ଥିଲେ। ସମାଙ୍କେର ନାମ ଥିଲା : ଅସ୍ରୀକାମ୍, ବୋଖରୁ, ଇଶ୍ମାଯଲେ, ଶିଯରିଯ, ଓବଦିଯ ଓ ହାନନ୍। ଏହି ସମସ୍ତ ଆତ ସେଲଙ୍କ ସନ୍ତାନ ଥିଲେ।

Bibles

Books

Chapters